Hon'ble Deputy-Chief minister

ଶ୍ରୀ କନକ ବର୍ଦ୍ଧନ ସିଂହ ଦେଓ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ

Hon'ble Chief Minister

ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ

Hon'ble Deputy-Chief minister

ଶ୍ରୀମତୀ ପ୍ରଭାତୀ ପରିଡା ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ

Innovation and Technology Based Economy Tourism
Agriculture, Irrigation and Horticulture Tourism
Tourism Tourism
Metals and Mining Tourism
Fisheries and Aquaculture Tourism
Human Capital Development Tourism
Energy Transition Tourism
Arts, Heritage and Sports Tourism
Healthcare and Nutrition Tourism
Disaster Resilience and Climate Change Tourism
Women-Led Growth Tourism
Empowerment of Tribal and Vulnerable Groups Tourism
Port-led Development Tourism
Ease of Living in Rural and Semi-Urban Areas Tourism
Urban Centers Tourism
Freight and Multi-Modal Logistics Tourism
Hon'ble Deputy-Chief minister

ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ

Hon'ble Chief Minister

ଶ୍ରୀ ମୋହନ ଚରଣ ମାଝୀ ମାନ୍ୟବର ମୁଖ୍ୟମନ୍ତ୍ରୀ

Hon'ble Deputy-Chief minister

ଶ୍ରୀମତୀ ପ୍ରଭାତୀ ପରିଡା ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ

ବିକଶିତ ଭାରତ ପାଇଁ ବିକଶିତ ଓଡ଼ିଶା

ଓଡ଼ିଶାର ଭବିଷ୍ୟତ ଗଢ଼ିବାରେ ସାମିଲ ହୁଅନ୍ତୁ !

ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପ୍ରସ୍ତୁତିରେ ଆମକୁ ସହଯୋଗ କରନ୍ତୁ ।

ଆମେ ପରସ୍ପରକୁ ସହଯୋଗର ହାତ ବଢ଼ାଇଲେ ସମସ୍ତେ ମିଳିମିଶି ଏକ ଉଜ୍ଜ୍ୱଳ, ଶକ୍ତିଶାଳୀ ଓ ସମୃଦ୍ଧ ଓଡ଼ିଶା ଗଠନ କରିପାରିବା ।

ଆସନ୍ତୁ, ଆମେ ଓଡ଼ିଶା ପାଇଁ ଯେଉଁ ଭବିଷ୍ୟତର ସ୍ୱପ୍ନ ଦେଖୁଛେ, ତାହା ମିଳିମିଶି ନିର୍ମାଣ କରିବା !!

୨୦୩୬ ରେ ଓଡ଼ିଶା, ଗଠନର

୨୦୪୭ ରେ ଭାରତ, ସ୍ୱାଧୀନତାର

ଉତ୍ସବ ପାଳନ କରିବ

ଉତ୍ସବ ପାଳନ କରିବ

୨୦୩୬ ମସିହାରେ ଆମେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଶତବାର୍ଷିକୀ ପାଳନ କରିବା ଏବଂ ୨୦୪୭ରେ ସମଗ୍ର ଭାରତବର୍ଷରେ ମଧ୍ୟ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରାଯିବ । ଏହି ଦୁଇଟି ଐତିହାସିକ ଘଟଣା ଆମ ରାଜ୍ୟର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଲାଗି ଆମପାଇଁ ଅବିକଳ୍ପ ସୁଯୋଗ ଆଣିଦେଇଛି । ଏହି ଅବିସ୍ମରଣୀୟ ମୁହୂର୍ତ୍ତ ଆମର ଭବିଷ୍ୟତ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ସାବ୍ୟସ୍ତ ହେବ ।

‘ବିକଶିତ ଭାରତ’ଅଭିଯାନରେ ଓଡ଼ିଶା ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ପ୍ରୟାସରତ ଥିବାବେଳେ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ର ସହଭାଗୀ-ନିର୍ମାଣରେ ଆମ ସହ ସାମିଲ ହେବାକୁ ଆମେ ସମସ୍ତଙ୍କୁ ନିମନ୍ତ୍ରଣ କରୁଛୁ । ଆସନ୍ତୁ, ମିଳିମିଶି ଓଡ଼ିଶାର ଏକ ସମୃଦ୍ଧ ଓ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବାରେ ସହାୟକ ହେବା !

ଅର୍ଥନୈତିକ ବିକାଶର ଦ୍ରୁତାୟନ, ସମାବେଶୀ ତଥା ନିରନ୍ତର ସାମଗ୍ରିକ ଅଭିବୃଦ୍ଧି ଏବଂ ଏଭଳି ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରପାଇଁ ଆପଣଙ୍କ ମୂଲ୍ୟବାନ୍‍ ଧିମତ୍ତା ଓ ପରାମର୍ଶ ନିର୍ଦ୍ଧାରିତ ବିଭିନ୍ନ ମଞ୍ଚ ମାଧ୍ୟମରେ ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭ ପ୍ରସ୍ତୁତି ଉଦ୍ୟମରେ ସାମିଲ କରିବା ନିମନ୍ତେ ଆମେ ଆପଣଙ୍କୁ ସାଗ୍ରହ ନିମନ୍ତ୍ରଣ କରୁଛୁ । ନିମ୍ନଲିଖିତ ଡିଜିଟାଲ ଚ୍ୟାନେଲ୍ ମାଧ୍ୟମରେ ଆପଣ ଆପଣଙ୍କ ବିଚାର ଦାଖଲ କରିପାରିବେ ।

ଶ୍ରୀ ନରେନ୍ଦ୍ର ମୋଦୀ

ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ସରକାର

ଶ୍ରୀ ମୋହନ ଚରଣ ମାଝୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର

ଶ୍ରୀ ନରେନ୍ଦ୍ର ମୋଦୀ

ମାନ୍ୟବର ପ୍ରଧାନମନ୍ତ୍ରୀ ଭାରତ ସରକାର

ଶ୍ରୀ ମୋହନ ଚରଣ ମାଝୀ

ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶା ସରକାର

ବିକଶିତ ଓଡ଼ିଶା ପାଇଁ କ୍ଷେତ୍ରୀୟ ବିଷୟବସ୍ତୁ

ବିକଶିତ ଭାରତ ପାଇଁ ବିକାଶର ଅଗ୍ରଦୂତ ହୁଅନ୍ତୁ ଏବଂ ଏକ ବିକଶିତ ଓଡ଼ିଶା ଗଠନ କରନ୍ତୁ, ଯାହା ସମସ୍ତଙ୍କ ପାଇଁ ସୁଖ, ସ୍ଵାସ୍ଥ୍ୟ ଏବଂ ସମୃଦ୍ଧିର ସୁଯୋଗ ସୃଷ୍ଟି କରିପାରିବ ।

ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଏକ ଶୀର୍ଷସ୍ତରୀୟ କେନ୍ଦ୍ରସ୍ଥଳରେ ପରିଣତ କରିବା ।

ପର୍ଯ୍ୟଟନ

ପର୍ଯ୍ୟଟନ କ୍ଷେତ୍ରରେ ଓଡ଼ିଶାକୁ ଏକ ଶୀର୍ଷସ୍ତରୀୟ କେନ୍ଦ୍ରସ୍ଥଳରେ ପରିଣତ କରିବା ।

ଓଡ଼ିଶାକୁ ସୁଚିନ୍ତିତ ଉଦ୍ଭାବନ ଓ ଜ୍ଞାନ-ଭିତ୍ତିକ ସେବା ଉଦ୍ୟୋଗର କେନ୍ଦ୍ରଭାବେ ପ୍ରତିଷ୍ଠା କରିବା ।

ଉଦ୍ଭାବନ ଓ ପ୍ରଯୁକ୍ତି-ଭିତ୍ତିକ ଅର୍ଥନୀତି

ଓଡ଼ିଶାକୁ ସୁଚିନ୍ତିତ ଉଦ୍ଭାବନ ଓ ଜ୍ଞାନ-ଭିତ୍ତିକ ସେବା ଉଦ୍ୟୋଗର କେନ୍ଦ୍ରଭାବେ ପ୍ରତିଷ୍ଠା କରିବା ।

ଉତ୍ପାଦକତା ବୃଦ୍ଧି ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟି ମାଧ୍ୟମରେ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରକୁ ଉନ୍ନୀତ କରିବା ।

କୃଷି, ଜଳସେଚନ ଏବଂ ଉଦ୍ୟାନ କୃଷି

ଉତ୍ପାଦକତା ବୃଦ୍ଧି ଏବଂ ମୂଲ୍ୟଯୁକ୍ତ ଉତ୍ପାଦ ସୃଷ୍ଟି ମାଧ୍ୟମରେ କୃଷି ଏବଂ ଉଦ୍ୟାନ କୃଷି କ୍ଷେତ୍ରକୁ ଉନ୍ନୀତ କରିବା ।

ଓଡ଼ିଶା ଖଣିଜ ପଦାର୍ଥର ମଧ୍ୟମ- ଓ ତଳସ୍ତର ମୂଲ୍ୟ ଶୃଙ୍ଖଳାକୁ ବ୍ୟାପକ କରିବା ।

ଧାତୁ ଓ ଖଣି

ଓଡ଼ିଶା ଖଣିଜ ପଦାର୍ଥର ମଧ୍ୟମ- ଓ ତଳସ୍ତର ମୂଲ୍ୟ ଶୃଙ୍ଖଳାକୁ ବ୍ୟାପକ କରିବା ।

ଉତ୍ପାଦର ଉତ୍କର୍ଷ ସାଧନ କରି ଓଡ଼ିଶାକୁ ଏକ ବିଶ୍ୱକେନ୍ଦ୍ରରେ ପରିଣତ କରିବା ।

ଶିଳ୍ପ ଉତ୍ପାଦନ

ଉତ୍ପାଦର ଉତ୍କର୍ଷ ସାଧନ କରି ଓଡ଼ିଶାକୁ ଏକ ବିଶ୍ୱକେନ୍ଦ୍ରରେ ପରିଣତ କରିବା ।

ବନ୍ଦର-ଭିତ୍ତିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବାପାଇଁ ଓଡ଼ିଶାରେ ଥିବା ସମୃଦ୍ଧ ଉପକୂଳର ପୂର୍ଣ୍ଣ ଉପଯୋଗ କରିବା ।

ବନ୍ଦର-ଭିତ୍ତିକ ବିକାଶ

ବନ୍ଦର-ଭିତ୍ତିକ ଅର୍ଥନୈତିକ ବିକାଶକୁ ତ୍ୱରାନ୍ୱିତ କରିବାପାଇଁ ଓଡ଼ିଶାରେ ଥିବା ସମୃଦ୍ଧ ଉପକୂଳର ପୂର୍ଣ୍ଣ ଉପଯୋଗ କରିବା ।

ମତ୍ସ୍ୟଚାଷ ଓ ଆକୁଆକଲଚର ଯଥୋଚିତ ବିକାଶ କରି ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିବା ।

ମତ୍ସ୍ୟଚାଷ ଓ ଆକୁଆକଲଚର

ମତ୍ସ୍ୟଚାଷ ଓ ଆକୁଆକଲଚର ଯଥୋଚିତ ବିକାଶ କରି ଜାତୀୟ ସ୍ତରରେ ଶୀର୍ଷ ସ୍ଥାନ ହାସଲ କରିବା ।

ସହରାଞ୍ଚଳ କେନ୍ଦ୍ରଗୁଡ଼ିକୁ ସର୍ବୋତ୍ତମ ଆଭ୍ୟନ୍ତରୀଣ ସେବା ସହିତ ଉଚ୍ଚ ଉତ୍ପାଦକତାର କେନ୍ଦ୍ର ଭାବରେ ବିକଶିତ କରିବା ।

ସହରାଞ୍ଚଳ କେନ୍ଦ୍ର

ସହରାଞ୍ଚଳ କେନ୍ଦ୍ରଗୁଡ଼ିକୁ ସର୍ବୋତ୍ତମ ଆଭ୍ୟନ୍ତରୀଣ ସେବା ସହିତ ଉଚ୍ଚ ଉତ୍ପାଦକତାର କେନ୍ଦ୍ର ଭାବରେ ବିକଶିତ କରିବା ।

ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବାପାଇଁ ଏହାର ମେରୁଦଣ୍ଡ ଭାବରେ ମଲ୍ଟି-ମୋଡ଼ାଲ୍ ଲଜିଷ୍ଟିକ୍ସ ଏବଂ ପରିବହନ ନେଟୱାର୍କ ସୃଷ୍ଟି କରିବା ।

ମାଲ ପରିବହନ ଏବଂ ମଲ୍ଟି-ମୋଡ଼ାଲ ଲଜିଷ୍ଟିକ୍ସ

ଅର୍ଥନୈତିକ ପ୍ରଗତିକୁ ତ୍ୱରାନ୍ୱିତ କରିବାପାଇଁ ଏହାର ମେରୁଦଣ୍ଡ ଭାବରେ ମଲ୍ଟି-ମୋଡ଼ାଲ୍ ଲଜିଷ୍ଟିକ୍ସ ଏବଂ ପରିବହନ ନେଟୱାର୍କ ସୃଷ୍ଟି କରିବା ।

ବିକଶିତ ଓଡ଼ିଶା ଦିଗରେ ବିକାଶର କେନ୍ଦ୍ରୀୟ ଚାଳକଭାବେ ମହିଳାଙ୍କୁ ସଶକ୍ତ କରିବା ।

ମହିଳାଙ୍କ ନେତୃତ୍ୱାଧୀନ ଅଭିବୃଦ୍ଧି

ବିକଶିତ ଓଡ଼ିଶା ଦିଗରେ ବିକାଶର କେନ୍ଦ୍ରୀୟ ଚାଳକଭାବେ ମହିଳାଙ୍କୁ ସଶକ୍ତ କରିବା ।

ପ୍ରତ୍ୟେକ ବ୍ୟକ୍ତିର ସାମର୍ଥ୍ୟ ବୃଦ୍ଧି ପାଇଁ ଶୈଶବ ଅବସ୍ଥାରୁ ଜୀବନବ୍ୟାପି ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଦକ୍ଷତାର ବିକାଶ ଘଟାଇବା ।

ମାନବ ପୁଞ୍ଜିର ବିକାଶ

ପ୍ରତ୍ୟେକ ବ୍ୟକ୍ତିର ସାମର୍ଥ୍ୟ ବୃଦ୍ଧି ପାଇଁ ଶୈଶବ ଅବସ୍ଥାରୁ ଜୀବନବ୍ୟାପି ଶିକ୍ଷା କ୍ଷେତ୍ରରେ ସେମାନଙ୍କ ଦକ୍ଷତାର ବିକାଶ ଘଟାଇବା ।

ଆଦିବାସୀ, ଅବହେଳିତ ଏବଂ ସମସ୍ତ ଦୁର୍ବଳ ଗୋଷ୍ଠୀ (ଉଦାହରଣସ୍ୱରୂପ, ଦିବ୍ୟାଙ୍ଗ)ଙ୍କୁ ସଶକ୍ତ କରିବା ।

ଆଦିବାସୀ ଏବଂ ଦୁର୍ବଳ ଗୋଷ୍ଠୀର ସଶକ୍ତୀକରଣ

ଆଦିବାସୀ ଏବଂ ଦୁର୍ବଳ ଗୋଷ୍ଠୀର ସଶକ୍ତୀକରଣ - ଆଦିବାସୀ, ଅବହେଳିତ ଏବଂ ସମସ୍ତ ଦୁର୍ବଳ ଗୋଷ୍ଠୀ (ଉଦାହରଣସ୍ୱରୂପ, ଦିବ୍ୟାଙ୍ଗ)ଙ୍କୁ ସଶକ୍ତ କରିବା ।

ସାରା ରାଜ୍ୟରେ ସହରାଞ୍ଚଳର ସୁବିଧା ଏବଂ ସେବା ପ୍ରଦାନ (ପରିବହନ, ଡିଜିଟାଲ ଏବଂ ଆର୍ଥିକ ସଂଯୋଗ) କରି ଜନତାଙ୍କ ସହଜ-ଜୀବନଯାପନରେ ସହାୟକ ହେବା ।

ଗ୍ରାମୀଣ ଏବଂ ଅର୍ଦ୍ଧ-ସହରାଞ୍ଚଳରେ ସହଜ-ଜୀବନଯାପନ

ସାରା ରାଜ୍ୟରେ ସହରାଞ୍ଚଳର ସୁବିଧା ଏବଂ ସେବା ପ୍ରଦାନ (ପରିବହନ, ଡିଜିଟାଲ ଏବଂ ଆର୍ଥିକ ସଂଯୋଗ) କରି ଜନତାଙ୍କ ସହଜ-ଜୀବନଯାପନରେ ସହାୟକ ହେବା ।

ସମସ୍ତଙ୍କ ପାଇଁ ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ଏବଂ ପୋଷଣ ସୁନିଶ୍ଚିତ କରିବା ।

ସ୍ୱାସ୍ଥ୍ୟସେବା ଏବଂ ପୋଷଣ

ସମସ୍ତଙ୍କ ପାଇଁ ଗୁଣାତ୍ମକ ତଥା ସୁଲଭ ସ୍ୱାସ୍ଥ୍ୟସେବା ଏବଂ ପୋଷଣ ସୁନିଶ୍ଚିତ କରିବା ।

ଶକ୍ତି କ୍ଷେତ୍ରରେ ସୁଲଭ ଉପଲବ୍ଧତାର ପରିବେଶ ସୃଷ୍ଟି ଏବଂ ଏହା ଉପରେ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ସହିତ ସବୁଜ ଶକ୍ତି ବିନିଯୋଗ ଦିଗରେ ପରିବର୍ତ୍ତନର ନେତୃତ୍ୱ ନେବା ।

ଶକ୍ତି କ୍ଷେତ୍ରରେ ପରିବର୍ତ୍ତନ

ଶକ୍ତି କ୍ଷେତ୍ରରେ ସୁଲଭ ଉପଲବ୍ଧତାର ପରିବେଶ ସୃଷ୍ଟି ଏବଂ ଏହା ଉପରେ ନିର୍ଭରଯୋଗ୍ୟତା ସୁନିଶ୍ଚିତ କରିବା ସହିତ ସବୁଜ ଶକ୍ତି ବିନିଯୋଗ ଦିଗରେ ପରିବର୍ତ୍ତନର ନେତୃତ୍ୱ ନେବା ।

ଜଳବାୟୁ ପରିବର୍ତ୍ତନ-ଜନିତ ଉତ୍କଟ ପରିସ୍ଥିତିର ପ୍ରଶମନ, ଅନୁକୂଳନ ଏବଂ ଏହାର ମୁକାବିଲା ପାଇଁ ସାମର୍ଥ୍ୟ ସୃଷ୍ଟି କରି ଦେଶ ଆଗରେ ଏକ ସ୍ୱର୍ଣ୍ଣ ମାନକ ପ୍ରସ୍ତୁତ କରିବା ।

ବିପର୍ଯ୍ୟୟ ମୁକାବିଲା ସାମର୍ଥ୍ୟ ଏବଂ ଜଳବାୟୁ ପରିବର୍ତ୍ତନ

ଜଳବାୟୁ ପରିବର୍ତ୍ତନ-ଜନିତ ଉତ୍କଟ ପରିସ୍ଥିତିର ପ୍ରଶମନ, ଅନୁକୂଳନ ଏବଂ ଏହାର ମୁକାବିଲା ପାଇଁ ସାମର୍ଥ୍ୟ ସୃଷ୍ଟି କରି ଦେଶ ଆଗରେ ଏକ ସ୍ୱର୍ଣ୍ଣ ମାନକ ପ୍ରସ୍ତୁତ କରିବା ।

ସମଗ୍ର ବିଶ୍ୱରେ ଓଡ଼ିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଚାର-ପ୍ରସାରକୁ ଅଧିକ ଜୋର୍‍ଦାର୍‍ କରିବା ସହିତ ଆନ୍ତର୍ଜାତିକ ସ୍ତରରେ ଏକ କ୍ରୀଡ଼ା ଶକ୍ତିଭାବେ ଉଭାହେବା ଲାଗି ଭାରତର ଯାତ୍ରାକୁ ନେତୃତ୍ୱ ଦେବା ।

କଳା, ଐତିହ୍ୟ ଓ କ୍ରୀଡ଼ା

ସମଗ୍ର ବିଶ୍ୱରେ ଓଡ଼ିଶାର ସମୃଦ୍ଧ କଳା ଓ ଐତିହ୍ୟର ପ୍ରଚାର-ପ୍ରସାରକୁ ଅଧିକ ଜୋର୍‍ଦାର୍‍ କରିବା ସହିତ ଆନ୍ତର୍ଜାତିକ ସ୍ତରରେ ଏକ କ୍ରୀଡ଼ା ଶକ୍ତିଭାବେ ଉଭାହେବା ଲାଗି ଭାରତର ଯାତ୍ରାକୁ ନେତୃତ୍ୱ ଦେବା ।

QR Code
WhatsApp