ପ୍ରିୟ, ,
ଓଡ଼ିଶା ଭିଜନ୍ ୨୦୩୬/୨୦୪୭କୁ ରୂପରେଖ ଦେବାରେ ଆପଣଙ୍କ ମୂଲ୍ୟବାନ ପ୍ରସ୍ତାବ ତଥା ପରାମର୍ଶ ପାଇଁ ଅଶେଷ ଧନ୍ୟବାଦ । ବିକଶିତ ଭାରତ ଗଠନ ଉଦ୍ୟମରେ ଓଡ଼ିଶାକୁ ଏକ ପ୍ରମୁଖ ସ୍ତମ୍ଭରୂପେ ଗଢ଼ିତୋଳିବା ନିମନ୍ତେ ଆପଣଙ୍କ ଅବଦାନ ପାଇଁ ଆମେ ଆପଣଙ୍କର ଭୂରି ଭୂରି ପ୍ରଶଂସା କରୁଛୁ । ଏହି ପ୍ରଶଂସାପତ୍ରକୁ ଖୁବ୍ଶୀଘ୍ର ଆପଣଙ୍କ ପ୍ରଦତ୍ତ ଇ-ମେଲ୍ ଠିକଣାରେ ପଠାଇଦିଆଯିବ ।